ଜ୍ଞାତି
ବିଶେଷ୍ୟ(ପୁଂଲିଙ୍ଗ)(ଜ୍ଞା+ତି) [୧][ସମ୍ପାଦନା]
- ଦାୟଦ
- ଉତ୍ତରାଧିକାରୀ
- ସପିଣ୍ଡ
- ସଗୋତ୍ର
- ବାନ୍ଧବ
- ସ୍ଵଜନ
- ସମାବୋଦକ
- ଗନ୍ଧ
- ପିତା
ଆଧାର[ସମ୍ପାଦନା]
- ↑ ପ୍ରମୋଦ ଓଡ଼ିଆ ଅଭିଧାନ ,ପୃଷ୍ଠା -୧୦୧୨
ଜ୍ଞାତି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଜ୍ଞା ଧାତୁ+କର୍ତ୍ତୃ ବା କର୍ମ ତି)[ସମ୍ପାଦନା]
- ୧. ଦାୟାଦ; ଉତ୍ତରାଧିକାରୀ —୧. Hair.
- ୨. ସ୍ୱଜନ; ସପିଣ୍ଡ; ସଗୋତ୍ର —୨. Relative; kinsman; a collateral relation; agnate.
ବାହାରୁଛନ୍ତି ଏବେ ଜ୍ଞାତିଙ୍କ ସଂହାରି କୃଷ୍ଣସିଂହ, ମହାଭାରତ. ଉଦ୍ଗୋଗ