ଚୁକ୍ତି
ଓଡ଼ିଆ[ସମ୍ପାଦନା]
- ଚୁକ୍ତି
- ରାଜିନାମା
ଚୁକ୍ତି
ଉଚ୍ଚାରଣ[ସମ୍ପାଦନା]
$1
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚ୍ୟୁତ୍ କୃତ୍ତି; ପ୍ରା. ଚୁକ୍କି ହିନ୍ଦୀ - ଶବ୍ଦସାଗର)[ସମ୍ପାଦନା]
- ୧. ଶେଷ ନିଷ୍ପତ୍ତି —୧. Final decision.
- ୨. ବିବାଦର ମୀମାଂସା ବା ସମାଧାନ — ୨. Settlement of a dispute.
- ୩. ହିସାବର ବା ଦେୟ ଟଙ୍କାର ବିବାକ ପରିଶୋଧ; ଋଣାଦିର ଶେଷ ନିଷ୍ପତ୍ତି —୩. Final settlement of accounts or payment; liquidation of a loan.
- ୪. ଅଙ୍ଗୀକାର; କୌଣସି କାର୍ଯ୍ୟ କରିବା ପାଇଁ ଜବାବ୍ — ୪. Agreement; promise.
- ୫. ଉଭୟପକ୍ଷଦ୍ୱାରା ସ୍ୱୀକୃତ ଜବାବ —୫. Contract.
- ୬. ଶେଷ; ଅନ୍ତ —୬. End; finish.