ନିକଟ
Appearance
- ସମୀପବର୍ତ୍ତୀ
- ଅଦୂର
- ଆସନ୍ନ
- ନୈକଟ୍ୟ; ସାମୀପ୍ୟ
(ଦେଶଜ)
[ସମ୍ପାଦନା]- ସମୀପକୁ; ପାଖକୁ; ପ୍ରତି
- ସମୀପରେ
- ପାଖରୁ
- ଅଦୁର ଭବିଷ୍ୟତରେ; ଶୀଘ୍ରନିକଟ
ଉଚ୍ଚାରଣ
[ସମ୍ପାଦନା](ନୈକଟ୍ୟ—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ନି ଉପସର୍ଗ+କଟ ଧାତୁ=ସୀମାପକୁ ଯିବା=ଅ; ଯାହା ପାଖରେ ଥିବାରୁ ତହିଁ ସମୀପକୁ ଯିବାକୁ ପଡ଼େ ନାହିଁ)
[ସମ୍ପାଦନା]- ୧. ସମୀପବର୍ତ୍ତୀ —୧. Near; proximate.
- ୨. ଅଦୁର —୨. Adjacent; lying close.
- ୩. ଆସନ୍ନ —୩. Impending.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନୈକଟ୍ୟ; ସାମୀପ୍ୟ — Proximity; nearness (M.W.)
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ସଙ୍ଗେ ବିଭକ୍ତ୍ୟନ୍ତ ପ୍ରତ୍ୟୟ ଲାଗେ, ଯଥା— ନିକଟକୁ, ନିକଟରୁ, ନିକଟରେ]
(ଦୂର—ବିପରୀତ)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ସଂସ୍କୃତ - ନିକଟେ)
[ସମ୍ପାଦନା]- ୧. ସମୀପକୁ; ପାଖକୁ; ପ୍ରତି — ୧. Near; to,
- ୨. ସମୀପାରେ —୨. At; with; at hand.
- ୩. ପାଖରୁ —୩. From.
- ୪. ଅଦୁର ଭବିଷ୍ୟତ୍ରେ; ଶୀଘ୍ର — ୪. Very soon; in near; future.