ଅଅ

ଉଇକିଅଭିଧାନ‌ରୁ

ଧ୍ଵନ୍ୟନୁକରଣ; ଅର ଦ୍ଵିତ୍ଵ

ବାନ୍ତି
  • ୧. ବମନ କରିବାର ବା ବମନ ଉପକ୍ରମ ହେବା ବେଳର ଶବ୍ଦ
  • ୨. ଶିଶୁମାନଙ୍କୁ ପ୍ରଥମେ ଅ ଅକ୍ଷର ଲେଖାଇ ମଡ଼ାଇବା ବେଳେ ଶିଶୁ ଘୋଷିବା ଦ୍ଵି ଉଚ୍ଚାରଣ [୧]

ଆଧାର[ସମ୍ପାଦନା]