ଉତ୍ତାପ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଗ୍ରୀଷ୍ମ; ଉଷ୍ଣତା; ଗରମ
  • ଉଷ୍ମ; ଉଷୁମ
  • ତେଜ
  • ରାଗ; କ୍ରୋଧ