ଔପଚାରିକ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ) [୧][ସମ୍ପାଦନା]

  • (ଉଚାର+ସମ୍ଵନ୍ଧାର୍ଥେ.ଇକ )
    • ଉପଚାର ବା ଆରୋଗ୍ୟସମ୍ଵନ୍ଧୀୟ
    • ଚିକିତ୍ସାସମ୍ଵନ୍ଧୀୟ
    • ସେବାସମ୍ଵନ୍ଧୀୟ; ପୂଜାଆଦି କ୍ରିୟାସମ୍ଵନ୍ଧୀୟ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଚିକିତ୍ସା
  • ସେବା
  • ଉପକରଣ
  • ବ୍ୟବସାୟ
  • ଆରୋପ
  • ଉତ୍କୋଚ
  • ସକ୍କା
  • ସମ୍ମାନ
  • ପୂଜା ଆଦିର ଅଙ୍ଗ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା -୧୧୯୦