Jump to content

ଔରସ

ଉଇକିଅଭିଧାନ‌ରୁ
  • (ଉରସ୍ =ଶ୍ରେଷ୍ଠ+ଅ;ଯ. ବା ଉରସ୍=ଛାତି+ଅ)
    • ଧର୍ମପତ୍ନୀଗର୍ଭରୁ ଜାତ (ସନ୍ତାନ)

ବିଶେଷଣ (ଦେଶଜ)

[ସମ୍ପାଦନା]
  • ଲଗ୍ନିକ;ନିଜ ପିତମାତାଠାରୁ ଜାତହେବା ସମ୍ପର୍କୀୟ (କୁଟୁମ୍ବବନ୍ଧୁ ବା ବ୍ୟକ୍ତି), ଯଥା-ଔରସଭାଇ; ଔରସପୁତୁରା; ଔରସଭଣଜା
  • ଧର୍ମପତ୍ନୀଗର୍ଭଜାତ ସନ୍ତାନ
  • ପିତୃତ୍ଵ; ଜନକତ୍ଵ
  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୧୧୯୧