କୃତଜ୍ଞ

Wiktionary ରୁ

[ଏହାକୁ ବଦଳାନ୍ତୁ] ବିଶେଷଣ

  1. ଯେ ଅନ୍ୟ କୃତ ଉପକାରକୁ ମନେ ରଖେ
  2. ଯେ ଉପକାରୀର ପ୍ରତ୍ୟୁପକାର କରିବାକୁ ଚେଷ୍ଟା କରେ
  3. କର୍ତ୍ତବ୍ୟରେ ମନଯୋଗୀ

[ଏହାକୁ ବଦଳାନ୍ତୁ] ବିଶେଷ୍ୟ

  1. ମହାଦେବ; ଶିବ
  2. କୁକୁର


ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଉପକରଣ