ଘୋଟ
ଘୋଟ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି | (file) |
(ଘୋଟୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ. (ଘୁଟ ଧାତୁ=ପ୍ରତ୍ୟାବର୍ତ୍ତିତ ହେବା+କର୍ତ୍ତ. ଅ)[ସମ୍ପାଦନା]
ଘୋଟକ (ଦେଖ) - Ghoṭaka (See)
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୂଟ ଧାତୁ=ଆଉଟିବା)
- ୧. ଭେଳିକି — ୧. Magic; delusion.
ବିଦୂର ଧନ ଯାହାର ତାକୁ ଘୋଟ ଲଗାଇ କି କଲା ଦଇବ— ଭଞ୍ଜ. ବୈଦେହୀଶବିଳାସ
- ୨. ଗିଲ୍ଟି ବା ଧାତୁ ଆଦିର ପତଳା ସ୍ତରଦ୍ୱାରା ଅନ୍ୟ ବସ୍ତୁ ଉପରେ ଛାଉଣି —୨. Onlaying a thing with a thin layer of some other thing
- ୩. ଗହଳି —୩. Crowd.
- ୪. ଘୋଟିବା କର୍ମ —୪. Act of pounding.
ଦେଶଜ - ବିଶେଷଣ -[ସମ୍ପାଦନା]
ଅଧିକ —Excessive.