ଘୋଟକ

ଉଇକିଅଭିଧାନ‌ରୁ

ଘୋଟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
(ଘୋଟକୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଘୁଟ ଧାତୁ+କର୍ତ୍ତୃ. ଅକ)[ସମ୍ପାଦନା]

ଅଶ୍ୱ; ଘୋଡ଼ା —Horse.

ଦେଶଜ - ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]

ଘୋଟ (ଦେଖ) - —Ghoṭa (See)

ଦେଶଜ - ବିଶେଷଣ -[ସମ୍ପାଦନା]

ଆଚ୍ଛାଦିତ; ଆଚ୍ଛନ୍ନ —Covered.

ବର୍ଣ୍ଣନୀଳ ଶ୍ୱେତ କଳିତ ସିନ୍ଧୁର ଘୋଟକ ଘୋଟକ ଏତେ ଭଞ୍ଜ. ବୈଦେହୀଶବିଳାସ