ଜିଜ୍ଞାସା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଜାଣିବାର ଇଛା
  • ଅନୁସନ୍ଧାନ
  • ପ୍ରଶ୍ନ
  • ପରଖ; ପରୀକ୍ଷା
  • ଅନୁସନ୍ଧାନ କରିବାର ଇଛା
  • କୌତୂହଳଜିଜ୍ଞାସା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଜ୍ଞା ଧାତୁ= ଜାଣିବା+ଇଚ୍ଛାର୍ଥରେ. ସନ୍ +ଭାବ. ଅ+ଆ)[ସମ୍ପାଦନା]

ଜିଜ୍ଞାସିତ, ଜିଜ୍ଞାସ୍ୟ, ଜିଜ୍ଞାସନୀୟବିଣ

୧. ଜାଣିବାର ଇଚ୍ଛା — ୧. A desire for knowledge.
୨. ଅନୁସନ୍ଧାନ — ୨. Search; investigation.
୩. ପ୍ରଶ୍ନ —୩. Question; query.
୪. ପରଖ; ପରୀକ୍ଷା — ୪. Test; examination.
୫. ଅନୁସନ୍ଧାନ କରିବାର ଇଚ୍ଛା — ୫. Inquisitiveness.
୬. କୌତୁହଳ —୬. Curiosity.