ଜିଜ୍ଞାସା
ଦେଖଣା
- ଜାଣିବାର ଇଛା
- ଅନୁସନ୍ଧାନ
- ପ୍ରଶ୍ନ
- ପରଖ; ପରୀକ୍ଷା
- ଅନୁସନ୍ଧାନ କରିବାର ଇଛା
- କୌତୂହଳଜିଜ୍ଞାସା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଜ୍ଞା ଧାତୁ= ଜାଣିବା+ଇଚ୍ଛାର୍ଥରେ. ସନ୍ +ଭାବ. ଅ+ଆ)
[ସମ୍ପାଦନା]ଜିଜ୍ଞାସିତ, ଜିଜ୍ଞାସ୍ୟ, ଜିଜ୍ଞାସନୀୟବିଣ
- ୧. ଜାଣିବାର ଇଚ୍ଛା — ୧. A desire for knowledge.
- ୨. ଅନୁସନ୍ଧାନ — ୨. Search; investigation.
- ୩. ପ୍ରଶ୍ନ —୩. Question; query.
- ୪. ପରଖ; ପରୀକ୍ଷା — ୪. Test; examination.
- ୫. ଅନୁସନ୍ଧାନ କରିବାର ଇଚ୍ଛା — ୫. Inquisitiveness.
- ୬. କୌତୁହଳ —୬. Curiosity.