ଦୀକ୍ଷାନ୍ତ
ଦେଖଣା
- ଅବଭୃତ-ସମ୍ଭାବିତ ନ୍ୟୁନତା ପରିହାର ପାଇଁ ଯେଉଁ ଯଜ୍ଞକରି ପ୍ରଧାନଯଜ୍ଞ ସମାପନ କରାଯାଏ (A supplimentary sacrifice done to atone for the defects of the principal sacrifice)
- କାର୍ଯ୍ୟ( ବିଦ୍ୟା ) ସମ୍ପନ୍ନହେବା ପରେ
ବିଶେଷଣ
[ସମ୍ପାଦନା]- ଉପଦେଶାତ୍ମକ
- ପ୍ରେରଣାଦାୟକ
ବ୍ୟବହାରିକ ବିଶେଷଣ
[ସମ୍ପାଦନା]- ଦୀକ୍ଷାନ୍ତଭାଷଣ
- ଓଜସ୍ଵୀଭାଷଣ ( powerful speech )
- ସାରଗର୍ଭକ ଭାଷଣ
ଆଧାର
[ସମ୍ପାଦନା]- ↑ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ପୃଷ୍ଠା-୩୭୮୩
ଦୀକ୍ଷାନ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଦୀକ୍ଷା=ଯଜ୍ଞ+ଅନ୍ତ=ସମାପନ)
[ସମ୍ପାଦନା]ଅବଭୃଥ; ସମ୍ଭାବିତ ନ୍ୟୂନତା ପରିହାର ପାଇଁ ଯେଉଁ ଯଜ୍ଞ କରି ପ୍ରଧାନ ଯଜ୍ଞ ସମାପନ କରାଯାଏ —A suppli mentary sacrific done to atone for the defects of the principal sacrifice.