ଧବଳ

Wiktionary ରୁ

[ଏହାକୁ ବଦଳାନ୍ତୁ] ବିଶେଷ୍ୟ

  1. ଶୁକ୍ଳବର୍ଣ୍ଣ
  2. କର୍ପୂରବିଶେଷ
  3. ଶ୍ଵେତକୁଷ୍ଠରୋଗବିଶେଷ
  4. ଶ୍ଵେତମରିଚ
  5. ଶ୍ରେଷ୍ଠବୃକ୍ଷ

[ଏହାକୁ ବଦଳାନ୍ତୁ] ବିଶେଷଣ

  1. ଶ୍ଵେତବର୍ଣବିଶିଷ୍ଟ
  2. ସୁନ୍ଦର
  3. ଶ୍ଵେତବର୍ଣ୍ଣ ଧେନୁ


ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଉପକରଣ