ନରେନ୍ଦ୍ର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ରାଜା
  • ଶ୍ରେଷ୍ଠବ୍ୟକ୍ତି
  • ବିଷବୈଦ୍ୟ; ସାପୁଆ
  • ଗୁଣିଆଁ; ଭୁତବୈଦ୍ୟ
  • ବୈଦ୍ୟ
  • ଔଷଧବ୍ୟବସାୟୀ
  • ଶ୍ୟୋନାକ ବୃକ୍ଷ; ଫଣଫଣା
  • ୨୮ ମାତ୍ରାଯୁକ୍ତ ଛନ୍ଦୋବିଶେଷ

ବିଶେଷ୍ୟ (ବିଶେଷ)[ସମ୍ପାଦନା]

  • କ୍ଷତ୍ରିୟମାନଙ୍କର ବଂଶୋପାଧିବିଶେଷ
  • ପୁରୀ ସହରରେ ଥିବା ବୃହତ୍ ପୁଷ୍କରିଣୀବିଶେଷ
  • ଲୋକଙ୍କୁ ଦିଆଯିବା ନାମ


ନରେନ୍ଦ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ନର+ଇନ୍ଦ୍ର)[ସମ୍ପାଦନା]

୧. ରାଜା — ୧. King.
୨. ବିଷବୈଦ୍ୟ; ସାପୁଆ —୨. A snake charmer; a physician who cures snake bites and other effects of poisons.
୩. ଗୁଣିଆଁ; ଭୂତବୈଦ୍ୟ —୩. An exorcist.
୪. ବୈଦ୍ୟ —୪. Physician (Apte)
୫. ଔଷଧବ୍ୟବସାୟୀ — ୫. A dealer in antidotes (Apte).
୬. ଶ୍ୟୋନାକ ବୃକ୍ଷ (ହିନ୍ଦୀ - ଶ.); ଫଣଫଣା — ୬. Bignonia Indica (tree).
୭. ଶ୍ରେଷ୍ଠବ୍ୟକ୍ତି —୭. The chief amongst men.
୮. ୨୮: ମାତ୍ରାଯୁକ୍ତ ଛନ୍ଦୋବବିଶେଷ (ହିନ୍ଦୀ - ଶ.) ୮. Name of a metre of ୨୮ syllables.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କ୍ଷତ୍ରିୟମାନଙ୍କର ବଂଶୋପାଧିବିଶେଷ — ୧. A family title of the Kshatriyas.
୨. ପୁରୀ ସହରରେ ଥିବା ବୃହତ୍ ପୁଷ୍କରିଣୀବିଶେଷ — ୨. name of a big tank at Puri.

[ଦ୍ରଷ୍ଟବ୍ୟ —ଶ୍ରୀଜଗନ୍ନାଥ ମହାପ୍ରଭୂ ଚନ୍ଦନଯାତ୍ରାବେଳେ ଏହି ପୋଖରୀରେ ଚାପ ଖେଳନ୍ତି ଏହାର ଦୈର୍ଘ୍ୟ ୮୭୩: ଫୁଟ୍ ଓ ପ୍ରସ୍ଥ ୭୪୩: ଫୁଟ୍ ନରସିଂହ ଦେବଙ୍କର ଲକ୍ଷପୋଷୀ ନରେନ୍ଦ୍ର ମହାପାତ୍ର ନାମକ ମନ୍ତ୍ରୀଙ୍କଦ୍ୱାରା ଏହା ଖୋଦିତ ହୋଇଥିଲା ୧୯୨୯: ଖ୍ରୀଷ୍ଟାବ୍ଦରେ ଏବେ ଅଳ୍ପଦିନ ପୂର୍ବେ ପୂରୀର ଏମାରମଠ ମହନ୍ତ ଶ୍ରୀ ଗଦାଧର ରାମନୂଜ ଦାସ ବହୁ ଅର୍ଥବ୍ୟୟରେ ଏହାର ମହନ୍ତ ପଙ୍କୋଦ୍ଧାର କରିଅଛନ୍ତି]

୩. ଲୋକଙ୍କୁ ଦିଆଯିବା ନାମ — ୩. A name given to males.