ପତଗ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ପକ୍ଷୀ
  • ଶଲଭ; ଝିଣ୍ଟିକା
  • ଉଡା ପୋକ
  • ସୂର୍ଯ୍ୟ
  • ଅଗ୍ନି
  • ବାଣ
  • ପାରଦ
  • ଚନ୍ଦନବିଶେଷ
  • ଶାଳି ବା ଶାରଦ ଧାନବିଶେଷ
  • ଲେଖା ଆଦିରେ ବ୍ୟବହୃତ ଯୁକ୍ତ '+' ଚିହ୍ନ; ଛବି
  • ମହୁମାଛି
  • ଖେଳିବାର ପେଣ୍ତୁ
  • ଶ୍ରୀକ୍ରଷ୍ଣଙ୍କ ନାମ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ପିଲାମାନଙ୍କର କାଗଜର ଖେଳନା ବିଶେଷ
  • କାଗଜର ଘୁଡି
  • ବକମପତଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପତଙ୍ଗ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପତ=ପକ୍ଷ+ଗମ ଧାତୁ+କର୍ତ୍ତୃ. ଅ; ଯେ ପକ୍ଷଦ୍ୱାରା ଗତି କରେ କିମ୍ୱା ପତନ=ଆକାଶରେ ଉଡ଼ି କରି+ ଗମ୍ ଧାତୁ+ଅ)[ସମ୍ପାଦନା]

୧. ପକ୍ଷୀ —୧. Bird.
୨. ଶଲଭ; ଝିଣ୍ଟିକା —୨. Locust; a grasshopper.
୩. ଉଡ଼ା ପୋକ —୩. Moth.
୪. ସୂର୍ଯ୍ୟ —୪. The sun.
୫. ଅଗ୍ନି —୫. Fire.
୬. ବାଣ —୬. Arrow.
୭. ପାରଦ —୭. Mercury.
୮. ଚନ୍ଦନବିଶେଷ —୮. A kind of sandal wood.
୯. ଶାଳି ବା ଶାରଦ ଧାନବିଶେଷ — ୯. A kind of winter paddy.
୧. ଲେଖା ଆଦିର ବ୍ୟବହୃତ ଯୁକ୍ତ '+' ଚିହ୍ନ; ଛକି — ୧୦. A cross mark made in Writing.
୧୧. ମହୁମାଛି —୧୧. Bee (Apte).
୧୨. ଖେଳିବାର ପେଣ୍ଡୁ — ୧୨. A ball for playing with (Apte)
୧୩. ଶ୍ରୀକୃଷ୍ଣଙ୍କ ନାମ — ୧୩. A name of Ṡrīkṛushṇa (Apte)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତଙ୍ଗ=ଯାହା ଉଡ଼େ)[ସମ୍ପାଦନା]

୧. ପିଲାମାନଙ୍କର କାଗଜର ଖେଳନା ବିଶେଷ — ୧. A kind of playing made of paper.

ଯେ ତୋର କର ପଦ୍ମେ ଧରି ପତଙ୍ଗ ଖେଳାଉ ସୁନ୍ଦରି ଜଗନ୍ନାଥ, ଭାଗବତ

[ ଦ୍ର—ଏହା କାଗଜ ବା ତାଳପତ୍ରରେ ନିର୍ମିତ ପକ୍ଷଯୁକ୍ତ ଗୋଲାକାର ଫୁଲା ଏହା ଖଣ୍ଡି ଏ କାଠିର ଅଗରେ ହୁଗୁଳା ହୋଇ ଗୁନ୍ଥା ହୋଇଥାଏ ଓ ପବନ ଆଡ଼କୁ ତାକୁ ଦେଖାଇ କାଠି ଖଣ୍ଡି ଧଇଲେ ସେ ଫୁଲଟି ପବନ ବେଗରେ ଘୁରୁଥାଏ ]

୨. କାଗଜର ଘୁ଼ଡ଼ି —୨. Paper kite.
୩. (ସଂସ୍କୃତ - ପତଙ୍ଗ) ବକମ (ଦେଖ) - (ହରେକୃଷ୍ଣ—ଦ୍ରବ୍ୟଗୁଣ) ୩. Bakama (See)