ପରାନ୍ନ

ଉଇକିଅଭିଧାନ‌ରୁ

ପରାନ୍ନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପର+ଅନ୍ନ)[ସମ୍ପାଦନା]

୧. ଯେଉଁ ଖାଦ୍ୟ ସ୍ୱୋପାର୍ଜ୍ଜିତ ନୁହେଁ —୧. Food not earned by the sweat of one's brow.
୨. ସ୍ୱଜନେତର ବ୍ୟକ୍ତିଦ୍ୱାରା ରନ୍ଧା ହୋଇଥିବା ଅନ୍ନ ବା ଖାଦ୍ୟ — ୨. Food cooked by a stranger by or
୩. ପରସ୍ୱାମିକ ଅନ୍ନ — ୩. Food supplied by or belonging to another.

[ଦ୍ରଷ୍ଟବ୍ୟ —ଶାସ୍ତ୍ର ଅନୁସାରେ—ଗୁରୁ, ମାତୁଳ, ଶ୍ୱଶୁର, ପିତା, ପୁତ୍ର ଓ ତତ୍ପତ୍ନୀମାନଙ୍କ ପକ୍ୱାନ୍ନ ପରାନ୍ନ ନୁହେଁ]

୪. ଓପରି ଭୋଜନ; ଫୋକଟ ଭୋଜନ — ୪. Meal at the table of others; eating at another's expense.
୫. ଅନ୍ୟ ବ୍ୟକ୍ତି ପାଇଁ ଅଭିପ୍ରେତ ଖାଦ୍ୟ ଦ୍ରବ୍ୟ — ୫. Food intended for another; another's food.

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)[ସମ୍ପାଦନା]

ଭୃତ୍ୟ —Servant. (M.W.)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)[ସମ୍ପାଦନା]

ପରାନ୍ନଜୀବୀ (ଦେଖ) - — Parānnajībī (See).