ବିଶିଷ୍ଟ
ଦେଖଣା
- ଯୁକ୍ତ; ମିଳିତ
- ବିଚକ୍ଷଣ; ବିଲକ୍ଷଣ; ଉତ୍କୃଷ୍ଟ
- ଅସାଧାରଣ; ଅନନ୍ୟସାଧାରଣ
- ଭିନ୍ନ
- ପ୍ରସିଦ୍ଧ; ଖ୍ୟାତ
- ଉଲ୍ଲେଖଯୋଗ୍ୟ
- ସିଦ୍ଧ
- ଶ୍ରେଷ୍ଠ
- ଅସାଧାରଣ ଗୁଣଯୁକ୍ତ
- ଯଥେଷ୍ଟ
- ଅତ୍ୟନ୍ତ ଶିଷ୍ଟ
- ସ୍ମରଣୀୟ
- ଜ୍ଞାନୀ; ପଣ୍ତିତ
- ବିଷ୍ଣୁବିଶିଷ୍ଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବି+ଶିଷ୍ ଧାତୁ=ବିଶେଷ କରିବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ଯୁକ୍ତ; ମିଳିତ —୧. Connected; joined.
ବିଶିଷ୍ଟତା, ବିଶିଷ୍ଟତ୍ୱ, ବୈଶିଷ୍ଟ୍ୟବିଶେଷ୍ୟ
- ୨. ବିଚକ୍ଷଣ; ବିଲକ୍ଷଣ; ଉତ୍କୃଷ୍ଟ ୨. Excellent.
- ୩. ଅସା— ଧାରଣ; ଅନନ୍ୟସାଧାରଣ —୩. Extraordinary; uncommon.
- ୪. ଭିନ୍ନ —୪. Separate; distinct.
- ୫. ପ୍ରସିଦ୍ଧ; ଖ୍ୟାତ —୫. Celebrated; renowned.
- ୬. ଉଲ୍ଲେଖଯୋଗ୍ୟ —୬. Worth mention.
- ୭. ସିଦ୍ଧ —୭. Effected; accomplished.
- ୮. ଶ୍ରେଷ୍ଠ — ୮. Eminent.
- ୯. ଅସାଧାରଣ ଗୁଣଯୁକ୍ତ —୯. Special; peculier.
- ୧. ଯଥେଷ୍ଟ —୧୦. Sufficient.
- ୧୧. ଅତ୍ୟନ୍ତ ଶିଷ୍ଟ —୧୧. Very gentle.
- ୧୨. ସ୍ମରଣୀୟ —୧୨. Memorable.
- ୧୩. ଜ୍ଞାନୀ; ପଣ୍ଡିତ — ୧୩. Wise; learned.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଷ୍ଣୁ —A name of Bishṇu.