ବ୍ୟବହାରକାରୀଙ୍କ ଆଲୋଚନା:Wikiboy ami

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିଅଭିଧାନ‌ରୁ
Latest comment: ୫ ବର୍ଷ ପୂର୍ବେ by Psubhashish

ଆପଣ ନିକଟରେ ହରଗୌରା ନାମରେ ଲେଖାଟିଏ ଏଠାରେ ତିଆରିଛନ୍ତି । ତେବେ ଜାଣିରଖିବା ପାଇଁ କହିରଖୁଛି ଯେ ଏହା ଏକ ଅଭିଧାନ ଓ ଏଥିରେ ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ପ୍ରକାରେ ଲେଖାଯାଏ (ଉଦାହରଣଟିଏ ଦେଖନ୍ତୁ) । ଆପଣ ସମାନ ଢାଞ୍ଚାରେ ଲେଖିପାରିବେ । ତେବେ ଲେଖିବା ବେଳେ ଏକ ଜଣାଶୁଣା ଅଭିଧାନର ଆଧାରରେ ଲେଖିଲେ ଭଲ ।--ସୁଭାସିସ ପାଣିଗାହି (ମୋ ଆଲୋଚନା) ୧୭:୫୧, ୨୮ ଡିସେମ୍ବର ୨୦୧୮ (UTC)Reply