ଭକ୍ତି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ପୂଜ୍ୟ ବ୍ୟକ୍ତି ବା ଭଗବାନଙ୍କ ପ୍ରତି ଥିବା ଅନୁରାଗ ବା ଶ୍ରଦ୍ଧା
  • ଅଚ୍ୟୁତାନନ୍ଦ ପ୍ରଭୃତି ପଞ୍ଚ ମହାପୁରୁଷ ବା ପଞ୍ଚସଖା ପ୍ରଭୃତିଙ୍କର ଜ୍ଞାନମିଶ୍ରା ଭକ୍ତିର ପନ୍ଥା
  • ଗୁରୁଜନଙ୍କ ପ୍ରତି ପ୍ରେମ ବା ସ୍ନେହ
  • ରାଜାଙ୍କ ପ୍ରତି ଅନୁରାଗ
  • ଉପଚାର; ପୂଜା
  • ଅଂଶ
  • ବିଭାଗ; ବଣ୍ଟନ
  • ଅଳଂକାର
  • ରଚନା
  • ଭଙ୍ଗୀ; ଭଙ୍ଗିମା
  • ସେବା ଶୁଶ୍ରୂଷା
  • ଅଙ୍ଗ; ଅବୟବ
  • ରେଖାଦ୍ଵାରା କରାଯିବା ବିଭାଗ
  • ଅନୁରାଗ; ସ୍ନେହଭକ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଭଜ୍ ଧାତୁ+ଭାବ. କ୍ତି)[ସମ୍ପାଦନା]

୧. ପୂଜ୍ୟ ବ୍ୟକ୍ତି ବା ଦେବତାଙ୍କ ପ୍ରତି ଅନୁରାଗ ବା ଶ୍ରଦ୍ଧା —୧. Devotion; Devotedness.

[ଦ୍ରଷ୍ଟବ୍ୟ — ହୁନ୍ଦୁଶାସ୍ତ୍ରମତରେ ଭକ୍ତି ନବଧା—୧ ନାମଶ୍ରବଣ, ୨ କୀର୍ତ୍ତନ, ୩ ସୃରଣ, ୪ ପଦସେବା, ୫ ପୂଜା, ୬ ସ୍ତବ, ୭ ପରିଚର୍ଯ୍ୟା, ୮ ସଖ୍ୟଭାବରେ ସମ୍ଭାଷଣ ଓ ୯ ଆତ୍ମସମର୍ପଣ ଭକ୍ତି ପୁଣି ଦୁଇ ପ୍ରକାରର ବୋଲି ଧରା ଯାଇଅଛି ୧ ଶୁଦ୍ଧା ଭକ୍ତି. ୨ ଜ୍ଞାନମିଶ୍ରା ଭକ୍ତି ୧ ଭାଗବତରେ ଶୁଦ୍ଧା ଭକ୍ତିର ବିଷୟ ଚର୍ଚ୍ଚା କାରାଯାଇ ଅଛି ସବୁ କର୍ମକୁ ନାରାୟଣଙ୍କଠାରେ ଅର୍ପଣ କରିବ ଏବଂ ଶ୍ରୀକୃଷ୍ଣଙ୍କ ଜନ୍ମକର୍ମବିବରଣ, ନାମଶ୍ରବଣ ଓ ଗାନ କରିବ, ନାମକୀର୍ତ୍ତନ ଓ ନୃତ୍ୟ କରିବ, ସମଗ୍ର ବିଶ୍ୱକୁ ହରିଙ୍କର ଶରୀର ବୋଲି ଜ୍ଞାନ କରିବ

୨ ଅଚ୍ୟୁତାନନ୍ଦ ପ୍ରଭୃତି ପଞ୍ଚ ମହାପୁରୁଷ ବା ପଞ୍ଚସଖା ପ୍ରଭ଼ୃତିଙ୍କର ଜ୍ଞାନ ଭକ୍ତିର ପନ୍ଥା—ଏମାନେ କହନ୍ତି ଯନ୍ତ୍ର, ତନ୍ତ୍ର, ମନ୍ତ୍ର, ଛାୟା, ଜ୍ୟୋତି, ଅବାଡ଼, ହଜ, ସମାଧି, ରସଗୁଣ—ଏଗୁଡ଼ିକ କ୍ରମନ୍ୱୟରେ ସାଧକର ସାଧନ ଓ ସିଦ୍ଧିର ସୋପାନ ସମାଧିପରେ ପରମଦର୍ଶନ ଓ ପରମଦର୍ଶନ ପରେ ଜୀବର ଭଗବତ୍ ଲୀଳାସ୍ୱାଦ ଓ ଚିନ୍ନୟ ରସ— ଭାବତତ୍ତ୍ୱହିଁ ଜ୍ଞାନମିଶ୍ରା ଭକ୍ତିର ଚରମକୋଟି ଅଟେ ଶୁଦ୍ଧା ଭକ୍ତିର ମଧ୍ୟ ତାହାହିଁ ଲକ୍ଷ୍ୟ କିନ୍ତୁ ଉଭୟଙ୍କର ସାଧନ— ପ୍ରଣାଲୀ ପୃଥକ୍ ଗୁଣଭେଦରେ ଭକ୍ତି ୩ ପ୍ରକାର—ସାତ୍ୱିକୀ, ରାଜସୀ ଓ ତାମସୀ] 

୨. ଗୁରୁଜନଙ୍କ ପ୍ରତି ପ୍ରେମ ବା ସ୍ନେହ —୨. Reverence for or attachment for one's elder's.
୩. ରାଜାଙ୍କ ପ୍ରତି ଅନୁରାଗ —୩. Loyalty.
୪. ଉପଚାର; ପୂଜା —୪. Worship;homage.
୫. (+କର୍ମ. ତି)—ଅଂଶ —୫. portion; share.
୬. ବିଭାଗ; ବଣ୍ଟନ —୬. Division; partition.
୭. ଅଳଂକାର —୭. Ornament (Apte).

(ଯଥା—ଦେମ ଭକ୍ତିମତୀ କି ସେ ଅବନୀର ବେଶୀ ମହାଯାତ୍ରା)

୮. ରତନା —୮. Composition.
୯. ଭଙ୍ଗୀ; ଭଙ୍ଗିମା —୯. Demeanour; mode; pose.
୧. ଗୌଣୀ ବୃତ୍ତି —୧୦. The connotative attribute of aword.
୧୧. ସେବା ଶୁଶ୍ରୁଷା (ହୀ. ଶ.) —୧୧. Service; attendance.
୧୨. ଅଙ୍ଗ; ଅବୟବ (ହିନ୍ଦୀ - ଶ) —୧୨. Limb.
୧୩. ରେଖାଦ୍ୱାରା କରା—ଯିବା ବିଭାଗ (ହିନ୍ଦୀ - ଶ.) —୧୩. A division made by means of a line.
୧୪. ଅନୁରାଗ; ସ୍ନେହ(ହିନ୍ଦୀ - ଶ) —୧୪. Attachment; affection.