ଭଗବତୀ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସ୍ତ୍ରୀ)[ସମ୍ପାଦନା]

ଦୁର୍ଗା

ବିଶେଷଣ[ସମ୍ପାଦନା]

ପୂଜ୍ୟାଭଗବତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଭଗବତ୍+ସ୍ତ୍ରୀ. ଈ)[ସମ୍ପାଦନା]

୧. ଦୂର୍ଗା — ୧. Goddess Durgā.
୨. ଦୂର୍ଗା —୨. Durgā.
୩. ସରସ୍ୱତୀ (ହିନ୍ଦୀ - ଶ.) —୩. Saraswatī.
୪. ଗଙ୍ଗା [ହିନ୍ଦୀ - ଶ] —୪. The Ganges [personifield]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପୁରୀ ଜିଲ୍ଲା ବାଣପୁରରେ ବିରାଜିତ ପ୍ରସିଦ୍ଧ ଦୂର୍ଗା ପ୍ରତିମା —An idol of Durgā at banpur in the Puri district.

[ଦ୍ରଷ୍ଟବ୍ୟ — ସନ୍ନିଧି ଲଭିଣ ଭଗବତୀଙ୍କର ରାଧାନାଥ]

[ଦ୍ରଷ୍ଟବ୍ୟ — ଏ ପାରିକୁଦ ରାଜପରିବାରଙ୍କ ଇଷ୍ଟଦେବତା ଆଗେ ପାରକୁଦ ଓ ବାଣପୁରର ଏକ ରାଜା ଥିଲେ ଏହାଙ୍କର ଦେବୋତ୍ତର ସମ୍ପତ୍ତି ଆଦି ବୁଝା ସୁଝା କରିବା ନିମନ୍ତେ କଟକର ଜିଲ୍ଲା ଜଜ ସାହେବଙ୍କ ନିଯୁକ୍ତ ଗୋଟିଏ କମିଟି ଅଛି]