ଭାଷା
Wiktionary ରୁ
ବିଶେଷାଣ (ସଂସ୍କୃତ) [ସମ୍ପାଦନା]
- ମନର ଭାବର ଅଭିବ୍ୟକ୍ତି; ଯାହା ଦ୍ଵାରା ମନର ଭାବ ପ୍ରକାଶିତ ହୁଏ
- ଏକ ବ୍ୟକ୍ତିର ମନୋଗତ ଭାବ ଅନ୍ୟ ବ୍ୟକ୍ତିର ବୋଧଗମ୍ୟ ହେବା ନିମନ୍ତେ ପ୍ରଯୁକ୍ତ ସଙ୍କେତ ବା ଶବ୍ଦ
- କଥ୍ୟ ଭାଷା
- ଅର୍ଥଯୁକ୍ତ ଭାଷା
- କଥ୍ୟ ଭାଷାର ପ୍ରାଦେଶିକ ବୋଲି; ଭାକା; ଭାଖା
- ପ୍ରାକୃତ ଭାଷା; ଦେଶୀୟ ଭାଷା
- ବାକ୍ୟ ରଚନାର ଛଟା
- ବାଗଦେବୀ; ସରସ୍ଵତୀ
- ରାଗିଣୀ ବିଶେଷ
- ଅରଜୀ; ଅଭିଯୋଗ ପତ୍ର
ବିଶେଷ୍ୟ (ଦେଶଜ) [ସମ୍ପାଦନା]
- ଚିଠି; ପତ୍ର