ମଙ୍ଗଳ
ମଙ୍ଗଳ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବି—(ମନ୍ଗ୍ ଧାତି=ଯିବା +କର୍ମ. ଅଳ)[ସମ୍ପାଦନା]
- ୧. ଶୁଭ; କଲ୍ୟାଣ; କ୍ଷେମ —୧. Welfare; bliss; auspiciousness.
- ୨. ସୌଭାଗ୍ୟ —୨. Prosperity.
- ୩. (+ କର୍ତ୍ତୃ ଅଳ) କୁଜଗ୍ରହ —୩. The planet Mars.
- ୪. ମଙ୍ଗଳବାର —୪. Tuesday.
- ୫. ମହାଦେବ; ମହେଶ୍ୱର; ଶିବ —୫. Ṡiba,
- ୬. ଦେବା— ଦିଙ୍କର ସ୍ତୁତି —୬. Hymns to the Gods.
ବିଶେଷଣ -[ସମ୍ପାଦନା]
ଶୁଭକର —Auspicioyus lucky.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ମଙ୍ଗଳାଚରଣ; ପୁରାଣାଦି ପାଠ ପୂର୍ବରୁ ବୋଲାଯିବା ମଙ୍ଗଳ ସୂଚକ ବାକ୍ୟ —୧. Benedictory sentences uttered before beginning to read or recite a religious discourse.
[ଉ—ଏମନ୍ତ ଋଷିମାନଙ୍କ ମୁଖ ଶୁଣି, ମଙ୍ଗଳ ଆରମ୍ଭିଲେ ଲୌମହରଷଣି କୃଷ୍ଣସିଂହ ମହାଭାରତ ଆଦି]
- ୨. ମଙ୍ଗଳ ବାକ୍ୟ; ଶୁଭ ବାକ୍ୟ — ୨. Benedictory utteranace.
(ଉ—ଅକ୍ଷତ ଦେଇ ପୁତ୍ର ଶିରେ, ମଙ୍ଗଳ କଲେ ଉଚ୍ଚ ସ୍ୱରେ ଜଗନ୍ନାଥ ଭାଗବତ)
- ୩. ଶୁଭ ବାଦ୍ୟବିଶେଷ —୩. Music played on auspicious occasions.
(ଉ— ମଦନ ବିଜୟ ମଙ୍ଗଳ, ବାଦ୍ୟ ମୋ ନୂପୁର ଯୁଗଳ ଜଗନ୍ନାଥ ବାଗବତ)