ମୁକତି

ଉଇକିଅଭିଧାନ‌ରୁ

ମୁକତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ପଦ୍ୟ)—(ସଂସ୍କୃତ - ମୁକ୍ତି)[ସମ୍ପାଦନା]

ମୁକ୍ତି (ଦେଖ) - Mukti (See)

୨. ମୁକ୍ତାମଣି ନାମ୍ନୀ ସ୍ତ୍ରୀର ଡ଼ାକ ନାମ —୨. A name for calling Muktāmaṇi.

ବିଶେଷଣ -[ସମ୍ପାଦନା]

ମୁକ୍ତ — Delivered; freed.

[ଉ—ଶୋକ ସମୁଦ୍ରରୁ ମୁକତି ହୋଇଯାଏ କୃଷଅଣସିଂହ. ମହାଭାରତ. ବନ]