ମୃଣାଳ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ) [୧][ସମ୍ପାଦନା]

  • ମୃଣ୍ ଧାତୁ = ଆଘାତ କରିବା +କରଣ.ଆଳ; ଏଥିରେ କଣ୍ଟାଥିବାରୁ ଦେହରେ ଫୋଡ଼ିହୋଇ ଯାଏ
    • ପଦ୍ମନାଡ଼ (ଦ୍ରଷ୍ଟବ୍ୟ-ପଦ୍ମନାଡ଼ କଣ୍ଟକମୟ )
    • ପଦ୍ମମୂଳ
    • ବେଣାମୂଳ; ବୀରଣମୂଳ; ଖସ୍ ଖସ୍

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା- ୬୬୭୫

ମୃଣାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ମୃଣ୍ ଧାତୁ=ଆଘାତ କରିବା+କରଣ. ଆଳ; ଏଥିରେ କଣ୍ଟା ଥିବାରୁ ଦେହରେ ଫୋଡ଼ି ହୋଇ ଯାଏ)[ସମ୍ପାଦନା]

୧. ପଦ୍ମନାଡ଼ —୧. The stem of lotus

[ ଦ୍ର—ପଦ୍ମନାଡ଼ କଣ୍ଟକମୟ ]

୨. ପଦ୍ମମୂଳ — ୨. The root of lotus plant.
୩. ବୀରଣ ମୂଳ; ବେଣାମୂଳ; ଖସ୍ଖସ୍ —୩. The fragrant root of the Beṇā grass or Andropegen Muricatum.