ସମ୍ୟକ୍

ଉଇକିଅଭିଧାନ‌ରୁ

ଅବ୍ୟୟ ଓ କ୍ରିୟାବିଶେଷଣ[୧][ସମ୍ପାଦନା]

  • (ସଂସ୍କୃତ)(ସମ୍+ଅନଚ୍.ଧାତୁ=ଯିବା +କର୍ତ୍ତୁ.କ୍ଵିପ୍ )
    • ଉତ୍ତମ ରୂପେ
    • ପ୍ରକୃତରୂପେ
    • ଘନିଷ୍ଠରୂପେ
    • ସଂପୂର୍ଣ୍ଣ ପୂପେ
    • ବିଶିଷ୍ଠରୂପେ
    • ସର୍ବପ୍ରକାରେ

ବିଶେଷ୍ୟ(ସଂସ୍କୃତ)(ସମ୍+ଅଞ୍ଚ୍.ଧାତୁ+କ୍ଵିପ୍=ସମ୍ୟକ୍ ଶବ୍ଦ ପ୍ରଥମାଏକବଚନ )[ସମ୍ପାଦନା]

ବିଶେଷ୍ୟ(ସଂସ୍କୃତ)[ସମ୍ପାଦନା]

  • ସତ୍ୟବଚନ

ବିଶେଷଣର ବିଶେଷଣ[ସମ୍ପାଦନା]

  • ଅତ୍ୟନ୍ତ
  • ସର୍ବତୋଭାବରେ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା -