ସ୍ତିମିତ

ଉଇକିଅଭିଧାନ‌ରୁ

ସଂସ୍କୃତଭାଷା,ବିଶେଷଣ (ସ୍ତିମ୍ ଧାତୁ.କ୍ଳିନ୍ନ ହେବା + କର୍ତ୍ତୁ.ତ ) [୧][ସମ୍ପାଦନା]

  • ଆର୍ଦ୍ର,ସିକ୍ତ ( Moistened,wet )
  • ସ୍ଥିର;ନିଶ୍ଚଳ ( Motionless , fixed ,steadfast )
  • ଶାନ୍ତ ( ହିନ୍ଦି ଶବ୍ଦସାଗର ) (Calm)
  • ପ୍ରସନ୍ନ ;ସନ୍ତୁଷ୍ଟ ( ହିନ୍ଦି ଶବ୍ଦସାଗର ) (Satisfied )

ବିଶେଷ୍ୟ ( ସ୍ତିମ୍ ଧାତୁ + ଭାବ.ତ )[ସମ୍ପାଦନା]

  • ଜଡତା ( Rigidity )
  • ନିଶ୍ଚଳତା ( Motionlessness )
  • ଆର୍ଦ୍ରତା (Wetness)

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ , ପୃଷ୍ଠା - ୮୭୭୨