ଭାଳେଣି
ଭାଳେଣି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଭାଳେଣି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭାବନା)[ସମ୍ପାଦନା]
- ୧. ଚିନ୍ତା; ମନର ବ୍ୟାକୁଳତା —୧. Anxiety.
- ୨. ଭାବନା —୨. Thought.
ଭାଳେଣି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବି—(ସଂସ୍କୃତ - ଭାବନା)[ସମ୍ପାଦନା]
- ୧. ମହାଚିନ୍ତା; ଉତ୍କଣ୍ଠା; ଦୁଶ୍ଚିନ୍ତା —୧. A great anxiety.
- ୨. ଚିନ୍ତା —୨. Through.
[ଉ—ଏମନ୍ତେ ହର ବାକ୍ୟ, ଶୁଣି, ଆନନ୍ଦେ କକରଇ ଭାଳେଣି ଜଗନ୍ନାଥ. ଭାଗବତ]
- ୩. ପରମର୍ଶ —୩. Consultation.
[ଉ—ଅଥୁ ଅନନ୍ତରେ ଯୁଧିଷ୍ଠିର ନରମଣି, ଭାଇଙ୍କ ତୁଳେ ବସି କଲେ ଏ ଭାଲୁଣି—କୃଷ୍ଣସିଂହ. ମହାଭାରତ]