ପୂର୍ଣ୍ଣଚ୍ଛେଦ
ପୂର୍ଣ୍ଣଚ୍ଛେଦ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ପୂର୍ଣ୍ଣବିରାମ—ଅନ୍ୟରୂପ)
(ପୂର୍ଣ୍ଣଛେଦ—ଦେଶଜରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପୂର୍ଣ୍ଣ+ଛେଦ; ସନ୍ଧିଦ୍ୱାରା ଛ)[ସମ୍ପାଦନା]
କୌଣସି ଲେଖାକୁ ପାଠ କଲା ବେଳେ ପଢ଼ା ଦୀର୍ଘକାଳ ସ୍ଥଗିତ ରଖାଯିବାରୁ ସୁଚକ ଚିହ୍ନ; — Fullstop;
[ଦ୍ରଷ୍ଟବ୍ୟ —ଏ ଚିହ୍ନ ଇଂରାଜିରେ ଗୋଟିଏ ବିନ୍ଦୁ ଓ ଓଡ଼ିଆରେ ଗୋଟିଏ ବାଡ଼ିପରି ଆକାର]