ଅପ୍ରତିଭ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

(file)

ସଂସ୍କୃତଭାଷା, ବିଶେଷଣପଦ, ପୁଂଲିଙ୍ଗ[୧][୨][ସମ୍ପାଦନା]

  • (ବହୁବ୍ରୀହି;ଅ+ପ୍ରତିଭ)
    • ଅପ୍ରସ୍ତୁତ (Nonplussed, confounded)
    • କିଂକର୍ତ୍ତବ୍ୟବିମୂଢ଼ (Bewildered)
    • ପ୍ରତିଭାଶୂନ୍ୟ (Lacking in genious)
    • ଅପ୍ରଭୁତ୍ପନ୍ନିମତି (Having no presence of mind)
    • ଅନ୍ୟର ବୁଦ୍ଧିବଳରେ ପରାଜିତ
    • ପ୍ରଭାହୀନ
    • ତେଜୋହୀନ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା-୪୦୦
  2. ଅଜନ୍ତା ଓଡ଼ିଆ ଅଭିଧାନ, ପୃଷ୍ଠା -୮୨