ଟିକାଇତ

ଉଇକିଅଭିଧାନ‌ରୁ

ଟିକାଇତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏହାଙ୍କ ମୁଣ୍ଡରେ ଟିକା ବା ସମ୍ମାନସୁଚକ ଚିତା ଦିଆ ଯିବାରୁ)[ସମ୍ପାଦନା]

୧. ଯୁବରାଜ; ରାଜାଙ୍କର ଜ୍ୟେଷ୍ଠପୁତ୍ର; ରାଜ୍ୟର ଭାବୀ ଉତ୍ତରାଧିକାରୀ — ୧. The eldest prince; the heir-apparent to the throne.
୨. ରାଜଦ୍ୱାରରେ ବିଶିଷ୍ଟ ସମ୍ମାନର ଚିହ୍ନସ୍ୱରୁପ ଯେଉଁ ବ୍ୟକ୍ତିର କପାଳରେ ଟିକା ଦିଆଯାଇ ଥାଏ —୨. A person specially honoured by the king by being given a amark of sandal on the brow.
୩. ଯୁବକ ରାଜା —୩. A young king.

[ଉଦାହରଣ: ଟିକାଇତ ଅଷ୍ଟଦୁର୍ଗର କହଇ ଶ୍ୟାମ ଏକି ଆଚରିତ - କବିସୂର୍ଯ୍ୟ, କିଶୋରୀ ଚମ୍ପୁ, ଟ. ଗୀତ ]

୪. (ଲକ୍ଷଣାର୍ଥ) ଶ୍ରେଷ୍ଠବ୍ୟକ୍ତି —୪. Chief.

[ଉଦାହରଣ: ଟିକାଇତ ତୁ ରସିକାଚକ୍ରେ ସିନା - କବିସୂର୍ଯ୍ୟ, ସଙ୍ଗୀତ ]