ଦରଜା
ଦେଖଣା
ଦରଜା
ଉଚ୍ଚାରଣ
[ସମ୍ପାଦନା]ଦରବାଜା, ଦରୋଜା, ଦରୁଜା, ଦରୁଆଜା ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦରଜା
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦରବାଜା)
[ସମ୍ପାଦନା]- ୧.ଦ୍ୱାରା —୧. Door.
- ୨. ଫାଟକ —୨. Gate; portal.
[ଦ୍ରଷ୍ଟବ୍ୟ —ସଦର ଦରଜା= ଗୃହର ପ୍ରଧାନ ଦ୍ୱାର; ଦାଣ୍ଡଦ୍ୱାର]
- ୩. (ଫାରାସୀ - ଦର୍ଜା) ଶ୍ରେଣୀ; କୋଟି; ବର୍ଗ — ୩. Class.