ବାରୁ
ବାରୁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାର)[ସମ୍ପାଦନା]
- ୧. ଘୋଟକ —୧. Horse.
- ୨. ଦ୍ରୁତଗାମୀ ଘୋଟକ —୨. Steed; a swift-footed horse.
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. ଯୁଦ୍ଧ ହସ୍ତୀ —୧. War-elephant.
- ୨. ବିଜୟକୁଞ୍ଜର —୨. Elephant-carrying the standard of a victor.