ନୁନ୍ନି
ଦେଖଣା
ନୁନ୍ନି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନନ୍ଦ ଧାତୁ=ଆନନ୍ଦିତ କରିବା; ଶିଶୁବଚନ)
[ସମ୍ପାଦନା]- ୧. ସ୍ତ୍ରୀମାନଙ୍କ ସ୍ତନ —୧. The breasts of young woman.
- ୨. ଶିଶୁବାଳକଙ୍କର ଲିଙ୍ଗ — ୨. The penis of Infants.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ପରିବାରର ବଡ଼ ଝିଅ — ୧. The eldest daughter in the family.
- ୨. ଅବ୍ରାହ୍ମଣ ପରିବାରର ଛୋଟ କନ୍ୟା — ୨. A small non-Brāhmaṇa girl.