ବିକାଳି
ବିକାଳି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ବିକାଳି
|
(ବିକାଳିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ବିକ୍ରେତା —୧. Seller; dealetr; vendor.
- ୨. (ସଂସ୍କୃତ - ବିକାଳ=ଅକାଳ) ଅସମୟ; ଅପ୍ରତ୍ୟାସିତ ସମୟ; ଅନୁପଯୁକ୍ତ ସମୟ —୨. Improper time.
(ଯଥା—ସେ ଆମ ଘରେ ଆସି ରାତି ବିକାଳି ପହଞ୍ଚି ଗଲେ)