Jump to content

ବାଲାବାଲା

ଉଇକିଅଭିଧାନ‌ରୁ

ବାଲାବାଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ଆଠମଲ୍ଲିକ) ଅ (ତୁଳନା କର. ଏହି ଅର୍ଥରେ ହିନ୍ଦୀ ଏହି ଶବ୍ଦ)

[ସମ୍ପାଦନା]

ସିଧାଭାବରେ; ସିଧାଏ — Straight; directly.

(ଯଥା—ତୁମେ ତୁମେ ଦରଖାସ୍ତ ଦିବାନଙ୍କ ଜରିଆରେ ନ ପଠାଇ ବାଲା ରାଜାଙ୍କ ଛାମୁଙ୍କୁ ପଠାଇ ଦିଅ)