ଝିମାଇବା
ଦେଖଣା
ଝିମାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଦେହ) ଝିମିଝିମି ବୋଧ କରିବା — ୧. To feel a tingling sensation in the body.
- ୨. ଅଙ୍ଗାଦି ଅବଶ ହୋଇ ଚଳତ୍ ଶକ୍ତିହୀନ ହେବା — ୨. (limbs) To be benumbed or overpowered.
- ୩. (ଅଙ୍ଗାଦି ଅବଶ ହେବା ପରି) ଧୀରେ ଧୀରେ କୌଣସି କାର୍ଯ୍ୟ କରିବା; ଧିମେଇବା — ୩. To do some work very slowly (as if the doer is suffering from numbness).
ପ୍ରାଦେଶିକ - (ଯାଜପୁର)କ୍ରିୟାପଦ -
[ସମ୍ପାଦନା]ନିଦ୍ରାତୁର ହୋଇ ଢୁଳାଇବା ବା ଝାଙ୍କି ହେବା —To non with drowsiness.