Jump to content

ଛୁଛା

ଉଇକିଅଭିଧାନ‌ରୁ

ଛୁଛା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ସଂସ୍କୃତ - ତୁଚ୍ଛ; ପ୍ରା. ଛୁଚ୍ଛ, ତୁଳ. ଏହି ଅର୍ଥରେ ହିନ୍ଦୀ - ଛୁଁଛା)

[ସମ୍ପାଦନା]
୧. ତୁଚ୍ଛା; ଖାଲି; ରିକ୍ତ — ୧. Empty.
୨. କେବଳ —୨. Sole; single.
୩. ଏକାକୀ —୩. Alone; solitary.

କ୍ରି. ବିଶେଷଣ -

[ସମ୍ପାଦନା]

କେବଳ —Only.