Jump to content

ତହସିଲ୍

ଉଇକିଅଭିଧାନ‌ରୁ

ତହସିଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ତସିଲ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆ; ଏହି ଆରବୀ ଶବ୍ଦ ଅସୁଲ ବା ବସୁଲ ମୂଳ ଶବ୍ଦର ବହୁ ବଚନ; ବହୁବାର ଅସୁଲ କରିବା ଏହି ଶବ୍ଦର ଅର୍ଥ

[ସମ୍ପାଦନା]
୧. ପ୍ରଜାମାନଙ୍କଠାରୁ ଖଜଣା ଅସୁଲ; ରାଜକର ଆଦାୟ କରିବା —୧. Realisation or collection of rent or revenue from tenants.
୨. ଜଣେ ତହସିଲଦାରଙ୍କ ଅଧୀନ ଇଲାକା — ୨. Tahasil; jurisdiction under the charge of one Tahasilder.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଜିଲ୍ଲାର ରାଜସ୍ୱ ସଂକ୍ରାନ୍ତ ସବ୍ଡିଭିଜନ୍ — Tahasil or revenue subdivision of a district.

[ ଦ୍ର—ଏହି ଆରବୀ ଶବ୍ଦ ଇଂରାଜୀ ଭାଷାରେ ତଳିଲାଣି; ଏ ଶବ୍ଦ ଅସୁଲ ଶବ୍ଦ ପରେ ସହଚରରୁପେ ବ୍ୟବହୃତ ହୁଏ]