Jump to content

ତଲବାନା

ଉଇକିଅଭିଧାନ‌ରୁ

ତଲବାନା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ବୈଦେଶିକ - ବିଶେଷ୍ୟ - (ଫା) (କଚିରିଆ)

[ସମ୍ପାଦନା]

କଚେରିରେ ହାଜର ହେବା ପାଇଁ ପ୍ରତିବାଦିକୁ ବା ସାକ୍ଷୀଙ୍କୁ ତଲବ କରିବା ନିମନ୍ତେ ଆବଶ୍ୟକ ନିର୍ଦ୍ଧାରିତ ଅର୍ଥ ବା ଫିସ୍ —Talabana; process fees; fees required for calling for a person or a document.

[ଦ୍ରଷ୍ଟବ୍ୟ —ଏ ଫାରସୀ ଶବ୍ଦ ଇଂରାଜିରେ ଚଳିଲାଣି]