ଦଲିଲ୍ କରିଦେବା
ଦେଖଣା
ଦଲିଲ୍ କରିଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦଲିଲ୍ କରିଦେବା
|
(ଦଲିଲ ସମ୍ପାଦନ କରିବା; ଦଲିଲ୍ ଦେବା—ଅନ୍ୟରୂପ)
ଦେଶଜ - କ୍ରି. (କଚିରିଆ)
[ସମ୍ପାଦନା]କୌଣସି ଦଲିଲ ବିଧିମତେ ଲେଖା ପଢ଼ି କରି ଦସ୍ତଖତ୍ କରିଦେବା — To duly execute a documant.