ଦରଖାସ୍ତକାରୀ
ଦେଖଣା
ଦରଖାସ୍ତକାରୀ
ଉଚ୍ଚାରଣ
[ସମ୍ପାଦନା](ଦରଖାସ୍ତକାରୀ—ଅନ୍ୟରୂପ)
(ଦରଖାସ୍ତକାରିଣୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦରଖାସ୍ତକାରୀ
|
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (କଚିରିଆ) (ଫାରାସୀ - ଦର୍ଖୁଆସ୍ତ୍+ ସଂସ୍କୃତ - କାରୀ)
[ସମ୍ପାଦନା]- ୧. ଆବେଦନକାରୀ —୧. Petitioner.
- ୨. ମୁଦେଇ —୨. Complainant.
- ୩. ବାଦୀ —୩. Plaintiff.