ପାରିଜାତ ନଡ଼ୁ
ଦେଖଣା
ପାରିଜାତ ନଡ଼ୁ
ଉଚ୍ଚାରଣ
[ସମ୍ପାଦନା]ପାରିଜାତ ଲଡ଼ୁ (ଡ୍ଡୁ), ପାରିଜାତ ନଡ୍ଡୁ, ପାରିଜାତକ ଲଡ଼ୁ (ଡ୍ଡୁ)ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଭୋଗ ବେବା ଏକପ୍ରକାର ମିଷ୍ଟାନ୍ନ୍ — A kind of sweet meat offered to the Deity Jagannātha at puri.
[ଦ୍ରଷ୍ଟବ୍ୟ —ପୁରୀର ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଭୋଗଦେବା ଏକ ପ୍ରକାର ମିଷ୍ଟାନ୍ନ; ଏହା ଛେନା, ଗୁଡ଼ ଓ ସାମାନ୍ୟ ଚାଉଳ ଚୁନାରେ ତିଆରି ହୋଇ ଘିଅରେ ପୁଆ ଯାଇଥାଏ ଜଗନ୍ନାଥଙ୍କ ସଞ୍ଜଧୂପ ଓ ବଡ଼ସିଂହାର ଧୂପରେ ଏହା ଭୋଗ ଲାଗେ]