Jump to content

ଚାଣ୍ଡେ ଚାଣ୍ଡେ

ଉଇକିଅଭିଧାନ‌ରୁ

ଚାଣ୍ଡେ ଚାଣ୍ଡେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଅତି ଶୀଘ୍ର; କ୍ଷଣମାତ୍ରକେ — Instantaneously; in a moment.

ବିଶ୍ୱାମିତ୍ର ସଙ୍ଗେ ଶ୍ରୀରାମ ଲକ୍ଷ୍ମଣ ସାଜି କେହି ଚାଣ୍ଡେ ଚାଣ୍ଡେ— ନନ୍ଦକିଶୋର. ନିର୍ଝରିଣୀ