ମୁରୁଦାର
(ମୁର୍ଦ୍ଦାର—ଅନ୍ୟରୂପ)
ଶବ; ମଡ଼; ମଢ଼ —Dead body, corpse.
[ଦ୍ରଷ୍ଟବ୍ୟ —ମନୁଷ୍ୟର ଶବକୁ ମୁରୁଦାର ଓ ପଶୁଆଦିଙ୍କ ଶବକୁ ମଢ଼ ବୋଲାଯାଏ]