ନିହାଇ
ନେହାଇ; ନେହି; ଲେହି; ଯେଉଁ ଲୌହ ମୁଣ୍ଡା ଉପରେ ତାତିଲା ଲୁହା, ସୁନା, ରୂପାଆଦିକୁ ରଖି କମାର ଓ ବଣିଆମାନେ ହାତୁଡ଼ିରେ ପିଟନ୍ତି —Anvil.