Jump to content

ଦୁମାଳ

ଉଇକିଅଭିଧାନ‌ରୁ

ଦୁମାଳ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସୋନପୁର ରାଜ୍ୟ ନିବାସୀ ଏକ ଶୂଦ୍ରଜାତୀୟ ଲୋକ — A caste Ṡūdras inhabiting Sonepur State.

[ଦ୍ରଷ୍ଟବ୍ୟ —ଏମାନେ ଦୁଇ ଖଣ୍ଡ କଳା କାଠ ଭୂମିରେ ପୋତି ଝମ୍ୱେଶ୍ୱରୀଠାକୁରାଣୀଙ୍କୁ କଳ୍ପନା କରି ପୂଜା କରନ୍ତି ଠାକୁରାଣୀଙ୍କ ମୁଣ୍ଡରେ ସିନ୍ଦୁର ଲଗାନ୍ତି ନାହିଁ, କି କଳା ଲୁଗା, କଳା ଭୂଷଣ ପରିଧାନ କରାନ୍ତି ନାହିଁ ଏମାନେ ହିନ୍ଦୁ ଓ ସ୍ପୃଶ୍ୟ ଜାତି—ଜଗବନ୍ଧୁ. ପ୍ରାଚୀନ ଉତ୍କଳ]