ହାବୁଡା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ବିପରୀତ ଦିଗରୁ ଆସୁଥିବା ଦୁଇଟି ବସ୍ତୁର ବା ବ୍ୟକ୍ତିଙ୍କର ସଂଘର୍ଷ
  • ଏକ ବସ୍ତୁ ଆସି ଅନ୍ୟ ବସ୍ତୁ ସଙ୍ଗେ ବାଜିଯାଇ ହଠାତ୍ ଅଟକି ଯିବା
  • ଦୁଇ ବସ୍ତୁର ବା ବ୍ୟକ୍ତିଙ୍କର ଅପ୍ରତ୍ୟାଶିତ ମିଳନ
  • କେଳାମାଙ୍କର ହାବୁଡା ଖେଳ
  • କଲିକତାର ଅପରପାର୍ଶ୍ଵରେ ଥିବା ଗଙ୍ଗା ବା ହୁଗୁଲି ନଦୀର ତୀରବର୍ତ୍ତୀ ନଗର ଓ ଜିଲ୍ଲା