ଦସ୍ (ଧାତୁ)
ଦେଖଣା
ଦସ୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ଉତ୍କ୍ଷେପଣ କରିବା —୧. To lift up; to throw up.
- ୨. କ୍ଷୟ କରିବା —୨. To waste.
ଦେଶଜ - ଅ.
[ସମ୍ପାଦନା]- ୧. (ଧ୍ୱନ୍ୟର୍ଥକ ଅବ୍ୟୟ, ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୋଇ ବ୍ୟବହୃତ ହୁଏ—ହଠାତ୍; ଦୁପ୍; କାଚୁ — ୧. Suddenly with a soudn.
(ଯଥା—ଏ ଖବର ଶୁଣି ସେ ଦସ୍ ତିନି ବସି ପଡ଼ିଲା)
- ୨. ପ୍ରକାରେ; ରୂପେ; କରି —An adverbial suffix meaning in the manner of.
(ଯଥା—ସେ ଦୁମ୍ଦୁମ୍ ମୋତେ ବିଧାଏ ମାଇଲା; ସେ ଝଟଦସ ସେଠାରୁ ଉଠି ପଳାଇଗଲା)