ବୋପାଲୋ
ଦେଖଣା
ବୋପାଲୋ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୋପାଲୋ
|
ବୋପାଲୋ ବୋପା, ବୋପାଲୋ ମାଆଲୋ, ବୋପୋଲୋ ମାଆଅନ୍ୟରୂପ
ଗ୍ରାମ୍ୟ - (ଇତର) ଅ
[ସମ୍ପାଦନା]- ୧. ଆଶ୍ଚାର୍ଯ୍ୟାର୍ଥକ ଓ ଭୟାର୍ଥକ ଅବ୍ୟୟ ବାପରେ —୧. Interjection oh God !
- ୨. ଶାରିରୀକ ଯନ୍ତ୍ରଣା ବା ହଠାତ୍ ଉପସ୍ଥିତ ବିପଦ ବେଳେ ମନୁଷ୍ୟର ଡାକ — ୨. An interjection used in times of mental agony or sudden danger.