ବିଶେଷଣ
ଦେଖଣା
ବିଶେଷଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ — (ବି=ସମ୍ୟକ୍+ଶିଷ୍ ଧାତୁ=ବୋଧ କରିବା+ କରଣ. ଅନ)
[ସମ୍ପାଦନା]- ୧. ପ୍ରଭେଦକାରକ ଗୁଣ ବା କ୍ରିୟା —୧. A distinguishing quality or act; attribute; predicate.
- ୨. ବିଶୁଷ୍ଟ ଚିହ୍ନ — ୨. A characteristic sign or mark.
[ଉଦାହରଣ — ସେ ହରି ଆତ୍ମଜ୍ଞାନୁ ଘେନ, ତହିଁଟି ନାହିଁ ବିଶେଷଣ ଜଗନ୍ନାଥ ଭାଗବତ]
- ୩. ଉପାଧି —୩. Title.
- ୪. (ବ୍ୟାକରଣ) ବିଶେଷ୍ୟର ଗୁଣ ବା ଅବସ୍ଥା ପ୍ରକାଶକ ପଦ —୪. (grammar) An adjective.
[ଦ୍ରଷ୍ଟବ୍ୟ — ବିଶେଷଣ ୩ ପ୍ରକାର ଯଥା— (୧) ବିଶେଷ୍ୟର ବିଶେଷଣ, ଯଥା—ମିଷ୍ଟ ଫଳ, (୨) ବିଶେଷଣର ବିଶେଷଣ, ଯଥା—ପରମ ଧାର୍ମିକ, (୩) କ୍ରିୟାର ବିଶେଷଣ, ଯଥା—ଶୀଘ୍ର ଯାଉଅଛି]